ଲେଞ୍ଜା Len̄jā

  • ପ୍ରାଦେ. (ସମ୍ବଲପୁର, ବାମଣ୍ଡା) ବି — ହେଟା ବାଘ
  • ପ୍ରାଦେ. (ସମ୍ବଲପୁର, ବାମଣ୍ଡା) ବି — ରାମଶିଆଳ (ଦେଖ) — Rāmaṡiāḻa (See)