ଲେଞ୍ଜ Len̄ja

  • ପ୍ରାଦେ (ସିଂହଭୂମି ଓ କଳାହାଣ୍ଡି) ବି. (ତୁଳ. ବଂ. ଲେଂଜ) — ଲାଙ୍ଗୁଡ଼; ଲାଞ୍ଜ — Tail
  • ପ୍ରାଦେ (ସିଂହଭୂମି ଓ କଳାହାଣ୍ଡି) ବି. (ତୁଳ. ବଂ. ଲେଂଜ) — ଢିଙ୍କି ଲାଞ୍ଜ — The tail end of a husking pedal