ଲେଞ୍ଜା ଲେପ୍ଟା Len̄jā lepṭā

  • ପ୍ରାଦେ. (ଗାଙ୍ଗପୁର) ବିଣ — କାଠପଟାଳି ପରି ଲଗା— ଲଗି ହୋଇ ଶୋଇ ପଡ଼ିଥିବା (ଲୋକ ବା ବସ୍ତୁ) — Sleeping or placed together densely like logs in a rafter