ଲେଞ୍ଜେରା Len̄jerā
- ଦେ. ବି (ସଂ. ଲାଞ୍ଜ= ଲାଙ୍ଗୁଡ଼; ପଶୁର ପଛରେ ଲାଙ୍ଗୁଡ଼ ପରି ଯାହା ପଦାର୍ଥରେ ଲାଗିଥାଏ) — ଅଳିଆ — Rubbish; Sweepings
- ଦେ. ବି (ସଂ. ଲାଞ୍ଜ= ଲାଙ୍ଗୁଡ଼; ପଶୁର ପଛରେ ଲାଙ୍ଗୁଡ଼ ପରି ଯାହା ପଦାର୍ଥରେ ଲାଗିଥାଏ) — ଆଖିର ନେନ୍ଦରା; ପିଚୁଟି; ଚକ୍ଷୁର ମଳ — Concrete rheum of the eye; mucus of the eye; exudation from the eye
- ଦେ. ବି (ସଂ. ଲାଞ୍ଜ= ଲାଙ୍ଗୁଡ଼; ପଶୁର ପଛରେ ଲାଙ୍ଗୁଡ଼ ପରି ଯାହା ପଦାର୍ଥରେ ଲାଗିଥାଏ) — ପଦାର୍ଥର ଦେହରେ ଲାଗିଥିବା ସୂତା ଆଦି ଅଳିଆ — Tangles sticking to a thing
- ଦେ. ବି (ସଂ. ଲାଞ୍ଜ= ଲାଙ୍ଗୁଡ଼; ପଶୁର ପଛରେ ଲାଙ୍ଗୁଡ଼ ପରି ଯାହା ପଦାର୍ଥରେ ଲାଗିଥାଏ) — ଜଞ୍ଜାଳ; ଗୋଳମାଳ; ଅଡ଼ୁଆ; ଝଞ୍ଜଟ — Complications; confusion; entanglement
- ଦେ. ବି (ସଂ. ଲାଞ୍ଜ= ଲାଙ୍ଗୁଡ଼; ପଶୁର ପଛରେ ଲାଙ୍ଗୁଡ଼ ପରି ଯାହା ପଦାର୍ଥରେ ଲାଗିଥାଏ) — ଦୁର୍ନାମ; ଅପବାଦ — Evil name; scandal
- ଦେ. ବିଣ — ଅଳିଆଯୁକ୍ତ — Full of refuse or rubbish
- ଦେ. ବିଣ — ଅଡ଼ୁଆ ତଡ଼ୁଆ — Tangled; confused
- ଦେ. ବିଣ — ଅପରିଷ୍କୃତ — Unswept; uncleansed