ଲେଜାର୍ Lejār

  • ବୈଦେ. ବି.—(ଇଂ. ଲେଜ୍ଜର୍) — ବ୍ଯବସାୟୀଙ୍କର ଖତିଆନ ବହି; ଯେଉଁ ଖାତାରେ ପ୍ରତ୍ୟେକ ପଣ୍ୟ ଦ୍ରବ୍ୟ ସମ୍ବନ୍ଧେ ବା ପ୍ରତ୍ୟେକ ବ୍ଯକ୍ତି ସମ୍ବନ୍ଧେ ତାରିଖୱାରି ହିସାବମାନ ଏକତ୍ର ଗୋଟିଏ ଗୋଟିଏ ହେଡିଙ୍ଗ୍ ତଳେ ସଂଗୃହୀତ ହୋଇ ଲେଖା ଥାଏ — A trader's ledger book