ଲେଜିସ୍ଲେଟିଭ ଆସେମ୍ବ୍ଲୀ Lejislatibh āsemblī
- ବୈଦେ. ବି. (ଇଂ.) — ସନ 1935 ସାଲର ଭାରତ ଶାସନ ସଂସ୍କାର ଆଇନର ପ୍ରବର୍ତ୍ତନ ହେବାରୁ ପ୍ରଦେଶମାନଙ୍କର ବ୍ଯବସ୍ଥାପକ ସଭା— ମାନଙ୍କ ନାମ — ସନ935ସାଲର ଭାରତ ଶାସନ ସଂସ୍କାର ଆଇନର ପ୍ରବର୍ତ୍ତନ ହେବାରୁ ପ୍ରଦେଶମାନଙ୍କର ବ୍ଯବସ୍ଥାପକ ସଭା— ମାନଙ୍କ ନାମ—. Provincial Legislative Assembly (under the Government of India Act 935.)
- ବୈଦେ. ବି. (ଇଂ.) — ଭାରତ ଶାସନ ସଂସ୍କାର ଆଇନର ପ୍ରବର୍ତ୍ତନ ପୂର୍ବରୁ ଇଂରାଜ ଶାସିତ ସମଗ୍ର ଭାରତର କୈନ୍ଦ୍ରିକ ବ୍ଯବସ୍ଥାପକ ସଭା — Central Legislative Assembly for the whole of India before the Goverment of India Act 1935