ଲେଛିବା Lechchhibā

  • ଦେ. କ୍ରି — (ସଂ. ଲାଞ୍ଛ୍ ଧାତୁ)—ଲାଛିବା (ଦେଖ) — Lāchhibā (See)
  • ଦେ. କ୍ରି — (ସଂ. ତ୍ୟଜ୍ ଧାତୁ) ତ୍ୟାଗ କରିବା — To abandon; to relinquish, to give up
  • ଦେ. କ୍ରି — [ଉ—ତାଙ୍କୁ କେମନ୍ତ କରି ମୁରୁଛିବା, ପୋଡ଼ୁ ପୋଡ଼ୁ ଏ ଜୀବନ ଲେଛିବା। ଦନାଇ ଦାସ, ଗୋପୀଭାଷା]