ଲେଖକତା Lekhakatā

  • ସଂ. ବି (ଲେଖକ+ଭାବ. ତ୍ୱ. ତା) — ଲେଖିବାର ଶକ୍ତି — Penmanship
  • ସଂ. ବି (ଲେଖକ+ଭାବ. ତ୍ୱ. ତା) — ନବିସିନ୍ଦା ଗିରି — Writership; clerkship
  • ସଂ. ବି (ଲେଖକ+ଭାବ. ତ୍ୱ. ତା) — ପୁସ୍ତକର ଲେଖକ ବା ଗ୍ରନ୍ଥକାର କିଏ ଏହାର ସ୍ଥିରତା — Authorship of a book