ଲେଖନ କୋଳି Lekhana koḻi

  • ଦେ. ବି — ଗଡ଼ଜାତର ଏକପ୍ରକାର ଜଙ୍ଗଲି କୋଳି — A sort of edible wild berry; Wvaria Hamiltonia (Haines)
  • ଦେ. ବି — [ଦ୍ର—ଏହା ପେନ୍ଥା ପେନ୍ଥା ହୋଇ ଗଛରେ ଫଳେ ଓ ଏହା ଉପରେ ସାମାନ୍ୟ ଧଳା ଲୋମଯୁକ୍ତ ନାଲି ଚୋପା ଥାଏ । ଚୋପା ମଧ୍ୟର ଶସ ଧଳା ଓ କୋମଳ ଏବଂ ଈଷତ୍ ଅମ୍ଳମିଶ୍ରିତ ମଧୁର।]