ଲେଖ Lekha

  • ସଂ. ବି (ଲିଖ୍ ଧାତୁ+କର୍ମ. ଅ) — ଦେବତା — Deity
  • ସଂ. ବି (ଲିଖ୍ ଧାତୁ+କର୍ମ. ଅ) — ଲିଖିତ ଆଜ୍ଞା — A written order
  • ସଂ. ବି (ଲିଖ୍ ଧାତୁ+କର୍ମ. ଅ) — ଲିଖିତ ପତ୍ର; ଦଲିଲ; ପାଣ୍ଡୁଲିପି ପ୍ରଭୃତି — A written order; letter; document; manuscript
  • ସଂ. ବି (ଲିଖ୍ ଧାତୁ+କର୍ମ. ଅ) — ଚିଠି; ଚିଟାଉ — Epistle; a letter
  • ସଂ. ବି (ଲିଖ୍ ଧାତୁ+କର୍ମ. ଅ) — (+ଭାବ. ଅ) ଲିଖନ — Writing
  • ସଂ. ବି (ଲିଖ୍ ଧାତୁ+କର୍ମ. ଅ) — (+କର୍ମ. ଅ) ରେଖା — Line
  • ସଂ. ବି (ଲିଖ୍ ଧାତୁ+କର୍ମ. ଅ) — (+ଭାବ. ଅ) ଅଙ୍କନ; ଚିତ୍ରକରଣ — Drawing; painting
  • ସଂ. ବି (ଲିଖ୍ ଧାତୁ+କର୍ମ. ଅ) — (+କର୍ମ. ଅ) ଚିହ୍ନ — Mark
  • ସଂ. ବି (ଲିଖ୍ ଧାତୁ+କର୍ମ. ଅ) — ଅକ୍ଷର; ଲିପି — Script; letter; alphabet
  • ସଂ. ବି (ଲିଖ୍ ଧାତୁ+କର୍ମ. ଅ) — ସ୍ଥଳୀ — A place
  • ଦେ. ବିଣ — ଲେଖା; ଉଲ୍ଲେଖଯୋଗ୍ୟ; ଯୋଗ୍ୟମାନଙ୍କ ମଧ୍ୟରେ ପରିଗଣିତ — Counted as one fit
  • ଦେ. ବି — କାଟ; ସାଦୃଶ୍ୟ — Type