ଲେଖ ହାର Lekha hāra

  • ସଂ. ବି. ସ୍ତ୍ରୀ (ଲେଖ+ହୃ ଧାତୁ+କର୍ତ୍ତୃ ଅ; ଅକ) — ଯେଉଁ ଲୋକ ଏକ ସ୍ଥାନରୁ ସ୍ଥାନାନ୍ତରକୁ ପତ୍ରାଦି ନିଏ; ପତ୍ରବାହକ; ହର୍କରା — Letter-carrier; the bearer of a letter