ଲୀଳାମୟ Līḻāmaya

  • ସଂ. ବିଣ. ପୁଂ. (ଲୀଳା+ପ୍ରାଚୁର୍ଯ୍ୟାର୍ଥେ ମୟ) — ଲୀଳାପୂର୍ଣ୍ଣ; କ୍ରୀଡ଼ାଯୁକ୍ତ — Full of sports; sportive; playful