ଲୀଳାସଉଧ Līḻāsaudha

  • ଦେ. ବି (ସଂ. ଲୀଳା ସୌଧ) — କେଳି ମନ୍ଦିର — A room where lovers enjoy amorous sports
  • ଦେ. ବି (ସଂ. ଲୀଳା ସୌଧ) — [ଉ—ଲୀଳା ସଉଧରେ ଆରମ୍ଭି ଥିଲେ ତ ବିଳାସ। କବିସୂର୍ଯ୍ୟ. ସଙ୍ଗୀତ।]