ଲୀଳାଯାନ Līḻāj̄āna

  • ସଂ. ବି (ଲୀଳା+ଯାନ) — ସଲୀଳ ଗମନ; ଧୀର ମନ୍ଥର ଗମନ — Graceful gait; short slow and leisurely walk
  • ସଂ. ବି (ଲୀଳା+ଯାନ) — [ଉ—ଯେବେ ଥିବ ଲାଜ ରୁଚିବ କି ରାଜହଂସ ଗଜରାଜ ଲୀଳାଯାନ। କବିସୂର୍ଯ୍ୟ, ସଙ୍ଗୀତ।]