ଲିତ୍ୟା Litya

  • ଦେ. ବି (ସଂ. ଲିପ୍ତା) ଏକଦଣ୍ଡର 60 ଭାଗରୁ ଏକ ଭାଗ; ଅତି ଅଳ୍ପକାଳ'; କ୍ଷଣମାତ୍ର; ନିହିମାଏ। — ଏକଦଣ୍ଡର60ଭାଗରୁ ଏକ ଭାଗ; ଅତି ଅଳ୍ପକାଳ'; କ୍ଷଣମାତ୍ର; ନିହିମାଏ1. A moment; a minute portion of time
  • ଦେ. ବି (ସଂ. ଲିପ୍ତା) [ଉ—ବର୍ଷ ମାସ ଦିନ ଲିତ୍ୟାର ମୁହିଁ ଅଟେ ଅଧିପ। ରାଧାନାଥ. ଚନ୍ଦ୍ରଭାଗା।]
  • ଦେ. ବି (ସଂ. ଲିପ୍ତା) କିଞ୍ଚିନ୍ମାତ୍ର — A little portion; a little
  • ପ୍ରାଦେ (ସମ୍ବଲପୁର) ବି — ସଙ୍ଖୁଡ଼ି; ଅଇଣ୍ଠା; କୌଣସି ବ୍ଯକ୍ତି ଖାଇ ସାରିବା ପରେ ଖାଇବା ସ୍ଥାନରେ ପଡ଼ିଥିବା ବାସନ ବା ପତର ଓ ଭୁକ୍ତ ଖାଦ୍ୟାଂଶ- — Leavings and uncleaned dishes left after meal
  • ପ୍ରାଦେ (ସମ୍ବଲପୁର) ବି — (କଟକ ସହର) ବି. (ନାମ)— 'ନିତ୍ୟାନନ୍ଦ'ର ଡାକ ନାମ — Name for calling Nityānanda