ଲିଡର Liḍar
- ବୈଦେ. ବି. (ଇଂ. ଲିଡର) — ଦଳପତି; ନେତା — The leader of a gang
- ବୈଦେ. ବି. (ଇଂ. ଲିଡର) — ଜାତୀୟ ବା ସାମାଜିକ ନେତା — Social or national leader
- ବୈଦେ. ବି. (ଇଂ. ଲିଡର) — ସମ୍ବାଦପତ୍ରର ସମ୍ପାଦକୀୟ ସ୍ତମ୍ଭରେ ଲିଖିତ ପ୍ରଧାନତମ ଦୀର୍ଘ ପ୍ରବନ୍ଧ ବା ଅଗ୍ରଲେଖ — Leader or leading article in a newspaper