ଲିଥୋ Litho

  • ବୈଦେ. ବି. (ଇଂ. ଲିଥୋ; ଲିଥୋଗ୍ରାଫି) — ଶିଳ୍ପ କଳା— ବିଶେଷ; ଯେଉଁ ବିଦ୍ୟାଦ୍ୱାରା ଚିତ୍ରକୁ ବା ଅକ୍ଷର- ମାନଙ୍କୁ ପଥର ଉପରେ ଖୋଳି ସେହି ଖୋଦିତ ପ୍ରସ୍ତରରୁ କାଗଜ ଉପରେ ଛାପା ଉଠାଯାଏ — Litho; lithography