ଲିତାଏ Litāe

  • ଦେ. ବି—(ଲିପ୍ତା) — କ୍ଷଣମାତ୍ର — A moment
  • ଦେ. ବି—(ଲିପ୍ତା) — କିଞ୍ଚିନ୍ମାତ୍ର — A slight portion
  • ଦେ. କ୍ରି. ବିଣ — କ୍ଷଣମାତ୍ର — Even for a moment
  • ଦେ. କ୍ରି. ବିଣ — କିଞ୍ଚିନ୍ମାତ୍ର — Slightly
  • ଦେ. କ୍ରି. ବିଣ — [ଉ—ବିଂଶାକ୍ଷ ଦେଖି ସୁଖୀ ରଥୁ ଓହ୍ଲାଇ ତୋଳୁ ନ ଚଳେ ଲିତାଏ। ଭଞ୍ଜ. ବୈଦେହୀଶବିଳାସ।]