ଲାଖସାଜୀ Lākha sājī

  • ଦେ. ବି—(ସଂ. ଲକ୍ଷ ଓ ସଜ୍ଜ) — ଲକ୍ଷ୍ୟ ବିନ୍ଧିବା ସମ୍ବନ୍ଧରେ ନିପୁଣତା — Skill in hitting at a target
  • ଦେ. ବି — ଲକ୍ଷ୍ୟ ଭେଦନରେ ନିପୁଣ — Skilful at hitting at a target