ଲାଖି Lākhi

  • ଦେ. ବି.—(ସଂ. ଲକ୍ଷ୍ୟ) — ତୁଳନା — Comparison
  • ବିଣ. — କୌଣସି ବସ୍ତୁ ସଙ୍ଗେ ତୁଳନୀୟ — Comparable with anything
  • ବିଣ. — ସମକକ୍ଷ; ସଦୃଶ; ସମାନ — Equal; similar
  • ବିଣ. — ଯଥୋପଯୁକ୍ତ; ଉପଯୁକ୍ତ — Befitting; becoming
  • ବିଣ. — (ଯଥା—କନ୍ୟାଲାଖି ବର ମିଳିଗଲା)