ଲାଖରାଜ୍ ବାହେଲି Lākharāj bāheli

  • ବୈଦେ. ବି.—(ଫା. ଲାଖିରାଜ୍ ବହାଲ୍) — ଯେଉଁ ଲାଖରାଜ ସମ୍ପତ୍ତିକୁ ଇଂରାଜ ଗଭର୍ଣ୍ଣମେଣ୍ଟ ଅନୁମୋଦନ କରିଅଛନ୍ତି — Confirmed revenue-free tenures
  • ବୈଦେ. ବି.—(ଫା. ଲାଖିରାଜ୍ ବହାଲ୍) — (ଲାଖରାଜ ତଳେ ନୋଟ ଦେଖ।)