ଲାଖରାଜ୍ ମାହାଲ୍ Lākharāj māhāl

  • ବୈଦେ. ବି—(ଫା. ଲାଖିରାଜ ମହାଲ୍) — ଯେଉଁ ବହୁଗ୍ରାମ ବିଶିଷ୍ଟ ଜମିମାନ ନିଷ୍କର ଅଟେ — A revenue-free estate
  • ବୈଦେ. ବି—(ଫା. ଲାଖିରାଜ ମହାଲ୍) — [ଦ୍ର—କଟକ ଜିଲ୍ଲାର କିଲ୍ଲା ପଟିଆ ଗୋଟିଏ ଲାଖରାଜ୍ ମାହାଲ୍ ଅଟେ।]