ଲହଳିବା Lahaḻibā

  • ଦେ. କ୍ରି (ସଂ. ଲହରୀ) — ଲହରୀପରି ଅବିଚ୍ଛିନ୍ନ କଥା କହିବା ବା ଗୀତ ବୋଲିବା; ପ୍ରାଞ୍ଜଳରୂପେ କହିବା ବା ଆବୃତ୍ତି କରିବା — To talk glibly or without halt or interruption; to recite without interruption