ଲହର୍ ଫହର Lahar pha-har

  • ପ୍ରାଦେ. (ସମ୍ବଲପୁର) ବିଣ — ଲହର ପହର; ଇତସ୍ତତଃ ଗମନ କରୁଥିବା — Walking to and fro
  • ପ୍ରାଦେ. (ସମ୍ବଲପୁର) ବିଣ — [ଉ—ପରଧନେ ଲହର ଫହର; ଛଡ଼ାଇ ନେଲେ ଲାଜେ ମର। ଢଗ]