ଲହସା ଖୋଷା Lahasā khoshā
- ଦେ. ବି — ବେଣୀଦ୍ୱାରା ବନ୍ଧା ବେକ ମୂଳେ ଝୁଲୁଥିବା ଏକ ପ୍ରକାର ଖୋଷା — A kind of chignon made by plaiting the hair into a braid and loosely winding it into a slack circlet touching the shoulder line
- ଦେ. ବି — [ଉ—ଅଂସ ଅବତଂଶ ଲହସା ଖୋଷାକି, କି ବେଣୀ ଲୋଟଣୀ ଯୁଡ଼ା। କବିସୂର୍ଯ୍ୟ, ସଙ୍ଗୀତ।]