ଲହଙ୍ଗା Lahaṅgā
- ଦେ. ବି—(ସଂ. ଲତାକରଞ୍ଜ) — ନହଙ୍ଗା; ଏକପ୍ରକାର ବଣ୍ୟ କୋଳି — A sort of edible wild berry
- ଦେ. ବି—(ସଂ. ଲତାକରଞ୍ଜ) — [ଦ୍ର—ଏହାର ଗଛ 2।3 ହାତ ଉଚ୍ଚ ହୁଏ। ଏହା ପାଚିଲେ ନାଲି ଓ ଇଷତ୍ ଅମ୍ଳ ଲାଗେ। ଲୋକେ ଏହାକୁ ଖାଆନ୍ତି ଓ ଆଚାର କରନ୍ତି।] — [ଦ୍ର—ଏହାର ଗଛ23ହାତ ଉଚ୍ଚ ହୁଏ ଏହା ପାଚିଲେ ନାଲି ଓ ଇଷତ୍ ଅମ୍ଳ ଲାଗେ ଲୋକେ ଏହାକୁ ଖାଆନ୍ତି ଓ ଆଚାର କରନ୍ତି]
- ଦେ. ବି—(ସଂ. ଲତାକରଞ୍ଜ) — ଏକପ୍ରକାର ତୃଣ — A kind of grass or tare
- ଦେ. ବି—(ସଂ. ଲତାକରଞ୍ଜ) — [ଦ୍ର—ଏ ଗଛ କୋଳଥ ବିଲରେ ମନକୁ ଉଠେ। ଏହାର ବୀଜ ତିଳ ପରି; ଗଛ ଏକହାତ ଉଚ୍ଚ ହୁଏ; ଫୁଲ ଲୋମଶ ଓ ଧଳା।]
- ଦେ. ବି—(ସଂ. ଲତାକରଞ୍ଜ) — ସ୍ତ୍ରୀମାନଙ୍କର ଏକପ୍ରକାର ପରିଧାନ ବସ୍ତ୍ର; ଘାଗରା — A sort of cloth for female wearing; gown for the lower portion of the body
- ଦେ. ବି—(ସଂ. ଲତାକରଞ୍ଜ) — (ଦ୍ର—ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ ସମସ୍ତ ଅଂଶ ଢାଙ୍କିବା ପାଇଁ ଏହା ଅଣ୍ଟାର ଚାରିପାଖେ ଡୋରି ଦ୍ୱାରା ଗୁଡ଼ିଆ ଯାଏ। ଏଥିରେ ବହୁତ ଚୂନଟ୍ (କୁଞ୍ଚ) କାମ ହୋଇଥାଏ।) (ଉ—ଅଛି ଜଙ୍ଘତଳେ ଭିଡ଼ି ଦେଇ କଟି ଡୋରରେ, ପିନ୍ଧିଛି ସେ ଅତଲସ ଲହଙ୍ଗା ଉପରେ ଯେ - ଭଞ୍ଜ. ଲାବଣ୍ୟବତୀ।)
- ବିଣ—(ସଂ. ନଗ୍ନ) — ଉଲଙ୍ଗ; ଲଙ୍ଗଳା — Naked
- ବିଣ—(ସଂ. ନଗ୍ନ) — [ଉ—ଜଙ୍ଘା ଲହଙ୍ଗା ବିଧିକରି ରୁନ୍ଧେ। ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି]।