ଲହକାଇବା Lahakāibā
- ଦେ. କ୍ରି (ସଂ. ଲଘୁକ; ପ୍ରା. ଲହୁକ) — [ନହକା ବା ପତଳା ଓ ଲମ୍ବ ବସ୍ତୁ [ଯଥା—ଖଣ୍ଡା; (ସରୁବାଡ଼ି, ବାଁଉଶପାତିଆ)କୁ] ଲକ୍ ଲକ୍ କରିବା; ଲହଲହ କରିବା — To brandish or wave a thin long thing (e.g. a thin blade, a thin bough)
- ଦେ. କ୍ରି (ସଂ. ଲଘୁକ; ପ୍ରା. ଲହୁକ) — ଗଛର ସରୁ ଡାଳ ଆଦିକୁ ନୁଆଁଇବା — To cause a slender bough to bend