ଲହଙ୍କିବା Lahaṅkibā

  • ପ୍ରାଦେ (ସମ୍ବଲପୁର) କ୍ରି । (ସଂ. ଲଙ୍ଘନ) — ଅତିକ୍ରମ କରିବା — To pass over
  • ପ୍ରାଦେ (ସମ୍ବଲପୁର) କ୍ରି । (ସଂ. ଲଙ୍ଘନ) — (ପାଣି ବା ନଦୀ) ପାର— ହେବା — To cross (a water or river)
  • ପ୍ରାଦେ (ସମ୍ବଲପୁର) କ୍ରି । (ସଂ. ଲଙ୍ଘନ) — ପାଣିରେ ପଶି ପାର ହେବା — To wade through water