ଲହଙ୍ଗୀ ବଇଷମ Lahaṅgī baishama
- ଦେ. ବି—(ସଂ. ନଗ୍ନ ଓ ବୈଷ୍ଣବ) — ନାଗା; ଲଙ୍ଗୁଳୀ ବାବାଜୀ — A class of ascetics who go about naked
- ଦେ. ବି—(ସଂ. ନଗ୍ନ ଓ ବୈଷ୍ଣବ) — ନିହଙ୍ଗୀ ବୈଷ୍ଣବ; ଯେଉଁ ବୈଷ୍ଣବ— ମାନେ ଆଜୀବନ ବ୍ରହ୍ମଚର୍ଯ୍ୟ ବ୍ରତ ଅବଲମ୍ବନ କରନ୍ତି — A sect of ascetics who observe the vow of celibacy