ଲଲାଟିକା Lalāṭikā
- ସଂ. ବି (ଲଲାଟକ+ଆ) — ଲଲାଟର ଅଳଙ୍କାର— ବିଶେଷ; ମାଙ୍ଗଟୀକା — An ornament for the forehead
- ସଂ. ବି (ଲଲାଟକ+ଆ) — ତିଳକ; ଚିତ୍ତା — A mark or painting done on the forehead
- ସଂ. ବି (ଲଲାଟକ+ଆ) — ସ୍ତ୍ରୀମାନଙ୍କ କପାଳରେ ପିନ୍ଧାଯିବା ପଟୀ; ଅଳକା — Tiara, fillet (M. W.)