ଲଲାମ Lalāma

  • ସଂ. ବି (ଲଲାମନ୍ ଶବ୍ଦ; ଲଳ୍ ଧାତୁ=କ୍ରୀଡ଼ା କରିବା+ଆମ; ଲଲାମ+ଅନ୍; 1 ମା, 1 ବ, ସଂସ୍କୃତରେ ଲଲାମ ଓ ଲଲାମନ୍ ଦୁଇଟି ଶବ୍ଦ ଅଛି) — ଲଲାଟର ଭୂଷଣ; ଲଲାଟିକା — An ornament for the forehead
  • ସଂ. ବି (ଲଲାମନ୍ ଶବ୍ଦ; ଲଳ୍ ଧାତୁ=କ୍ରୀଡ଼ା କରିବା+ଆମ; ଲଲାମ+ଅନ୍; 1 ମା, 1 ବ, ସଂସ୍କୃତରେ ଲଲାମ ଓ ଲଲାମନ୍ ଦୁଇଟି ଶବ୍ଦ ଅଛି) — ଲଲାଟସ୍ଥିତ ତିଳକ ଚିହ୍ନ; ପୁଣ୍ଡୁ — A painted mark on the forehead; a sectarian mark painted on the forehead
  • ସଂ. ବି (ଲଲାମନ୍ ଶବ୍ଦ; ଲଳ୍ ଧାତୁ=କ୍ରୀଡ଼ା କରିବା+ଆମ; ଲଲାମ+ଅନ୍; 1 ମା, 1 ବ, ସଂସ୍କୃତରେ ଲଲାମ ଓ ଲଲାମନ୍ ଦୁଇଟି ଶବ୍ଦ ଅଛି) — ଅଶ୍ୱ ବା ବୃଷର ଲଲାଟସ୍ଥିତ ରଞ୍ଜିତ ଚିହ୍ନ — A coloured mark on the forehead of an ox or horse
  • ସଂ. ବି (ଲଲାମନ୍ ଶବ୍ଦ; ଲଳ୍ ଧାତୁ=କ୍ରୀଡ଼ା କରିବା+ଆମ; ଲଲାମ+ଅନ୍; 1 ମା, 1 ବ, ସଂସ୍କୃତରେ ଲଲାମ ଓ ଲଲାମନ୍ ଦୁଇଟି ଶବ୍ଦ ଅଛି) — ଚିହ୍ନ — Mark
  • ସଂ. ବି (ଲଲାମନ୍ ଶବ୍ଦ; ଲଳ୍ ଧାତୁ=କ୍ରୀଡ଼ା କରିବା+ଆମ; ଲଲାମ+ଅନ୍; 1 ମା, 1 ବ, ସଂସ୍କୃତରେ ଲଲାମ ଓ ଲଲାମନ୍ ଦୁଇଟି ଶବ୍ଦ ଅଛି) — ଶୃଙ୍ଗ — Horn
  • ସଂ. ବି (ଲଲାମନ୍ ଶବ୍ଦ; ଲଳ୍ ଧାତୁ=କ୍ରୀଡ଼ା କରିବା+ଆମ; ଲଲାମ+ଅନ୍; 1 ମା, 1 ବ, ସଂସ୍କୃତରେ ଲଲାମ ଓ ଲଲାମନ୍ ଦୁଇଟି ଶବ୍ଦ ଅଛି) — ପୁଚ୍ଛ — Tail (M. W.)
  • ସଂ. ବି (ଲଲାମନ୍ ଶବ୍ଦ; ଲଳ୍ ଧାତୁ=କ୍ରୀଡ଼ା କରିବା+ଆମ; ଲଲାମ+ଅନ୍; 1 ମା, 1 ବ, ସଂସ୍କୃତରେ ଲଲାମ ଓ ଲଲାମନ୍ ଦୁଇଟି ଶବ୍ଦ ଅଛି) — ଧ୍ୱଜ; ପତାକା — Flag
  • ସଂ. ବି (ଲଲାମନ୍ ଶବ୍ଦ; ଲଳ୍ ଧାତୁ=କ୍ରୀଡ଼ା କରିବା+ଆମ; ଲଲାମ+ଅନ୍; 1 ମା, 1 ବ, ସଂସ୍କୃତରେ ଲଲାମ ଓ ଲଲାମନ୍ ଦୁଇଟି ଶବ୍ଦ ଅଛି) — ପ୍ରଭାବ — Power
  • ସଂ. ବି (ଲଲାମନ୍ ଶବ୍ଦ; ଲଳ୍ ଧାତୁ=କ୍ରୀଡ଼ା କରିବା+ଆମ; ଲଲାମ+ଅନ୍; 1 ମା, 1 ବ, ସଂସ୍କୃତରେ ଲଲାମ ଓ ଲଲାମନ୍ ଦୁଇଟି ଶବ୍ଦ ଅଛି) — ନାମ — Name
  • ସଂ. ବି (ଲଲାମନ୍ ଶବ୍ଦ; ଲଳ୍ ଧାତୁ=କ୍ରୀଡ଼ା କରିବା+ଆମ; ଲଲାମ+ଅନ୍; 1 ମା, 1 ବ, ସଂସ୍କୃତରେ ଲଲାମ ଓ ଲଲାମନ୍ ଦୁଇଟି ଶବ୍ଦ ଅଛି) — ଶ୍ରେଣୀ — Row; range
  • ସଂ. ବି (ଲଲାମନ୍ ଶବ୍ଦ; ଲଳ୍ ଧାତୁ=କ୍ରୀଡ଼ା କରିବା+ଆମ; ଲଲାମ+ଅନ୍; 1 ମା, 1 ବ, ସଂସ୍କୃତରେ ଲଲାମ ଓ ଲଲାମନ୍ ଦୁଇଟି ଶବ୍ଦ ଅଛି) — ହାତୀର ଶୁଣ୍ଢ — Trunk of an elephant
  • ସଂ. ବି (ଲଲାମନ୍ ଶବ୍ଦ; ଲଳ୍ ଧାତୁ=କ୍ରୀଡ଼ା କରିବା+ଆମ; ଲଲାମ+ଅନ୍; 1 ମା, 1 ବ, ସଂସ୍କୃତରେ ଲଲାମ ଓ ଲଲାମନ୍ ଦୁଇଟି ଶବ୍ଦ ଅଛି) — ପ୍ରଧାନ ବ୍ଯକ୍ତି — , A chief; headman