ଲଲାମଭୂତ Lalāmabhūta

  • ସଂ. ବିଣ — ଯେ ଲଲାମ (ଶ୍ରେଷ୍ଠ ବା ମନୋଜ୍ଞ) ହୋଇଅଛି — One who has become prominent or graceful; occupying a position of prominence or grace
  • ସଂ. ବିଣ — (ଯଥା— ସୀତା ଲଳନାମାନଙ୍କ ଲଲାମଭୂତା ଥିଲେ।)