ଲଲାଟପଟ୍ଟ Lalāṭa paṭṭa

  • ସଂ. ବି (ରୂପକ କର୍ମଧାରୟ) — ଭାଲପଟ୍ଟ — Forehead compared to a tablet; the flat surface of the forehead (M. W.)
  • ସଂ. ବି (ରୂପକ କର୍ମଧାରୟ) — [ଦ୍ର—ଏହା ଉପରେ ବିଧାତା ଶିଶୁର ଜନ୍ମର 6 ଷ୍ଠଦିନ ଭବିଷ୍ୟତ୍ ଜୀବନର ଘଟନାବଳୀ ଲେଖିଦିଅନ୍ତି ବୋଲି ହିନ୍ଦୁମାନଙ୍କର ବିଶ୍ୱାସ।] — [ଦ୍ର—ଏହା ଉପରେ ବିଧାତା ଶିଶୁର ଜନ୍ମର6ଷ୍ଠଦିନ ଭବିଷ୍ୟତ୍ ଜୀବନର ଘଟନାବଳୀ ଲେଖିଦିଅନ୍ତି ବୋଲି ହିନ୍ଦୁମାନଙ୍କର ବିଶ୍ୱାସ]