ଲମ୍ବୁକ Lambuka
- ସଂ. ବି—(ଲମ୍ବ+କ) — ଲମ୍ବ 9 (ଦେଖ) — ଲମ୍ବ9(ଦେଖ). Perpendicular (Apte)
- ସଂ. ବି—(ଲମ୍ବ+କ) — ଲମ୍ବ 11 (ଦେଖ) — ଲମ୍ବ11(ଦେଖ)— . Colatitude (Apte)
- ସଂ. ବି—(ଲମ୍ବ+କ) — କୌଣସି ପୁସ୍ତକର ଏକ ଅଧ୍ୟ୍ଯା/ (ହି. ଶବ୍ଦସାଗର) — One chapter of a book
- ସଂ. ବି—(ଲମ୍ବ+କ) — ମୁଖରୋଗ— ବିଶେଷ (ହି. ଶ.) — A kind of face disease
- ସଂ. ବି—(ଲମ୍ବ+କ) — ଜ୍ୟୋତିଷୋକ୍ତ ପଞ୍ଚଦଶ ଯୋଗ (ହି. ଶ.) — The 1th astrological conjunction