ଲମ୍ବେ ଲମ୍ବେ Lambe lambe
- ଦେ. କ୍ରି. ବିଣ — ସଳଖେ ସଳଖେ; ସିଧାଏ ସିଧାଏ — Straightforward
- ଦେ. କ୍ରି. ବିଣ — [ଉ— ଏହା କହି ବିଭୀଷଣ ଆଉ ଚାରି ଜଣ ରାକ୍ଷସ ଘେନି ସେହି ସଭାରୁ ଲମ୍ବେ ଲମ୍ବେ ସମୁଦ୍ର ପାର ହୋଇ ରାମଙ୍କ ପାଖେ ଆସି ପହଁଚିଲା। ନୀଳକଣ୍ଠ. ପିଲାଙ୍କ ରାମାୟଣ।]
- ଦେ. କ୍ରି. ବିଣ — ଲମ୍ବଭାବରେ — Lengthwise