ଲମ୍ବେଇବା Lambeibā
- ଦେ. କ୍ରି (ସଂ. ଲମ୍ବ୍ ଧାତୁ) — (ଲମ୍ବିବା କ୍ରିୟାର ଣିଜନ୍ତ ରୂପ) କୌଣସି ବସ୍ତୁକୁ ଲମ୍ବିତ କରାଇବା — To cause to increase in length
- ଦେ. କ୍ରି (ସଂ. ଲମ୍ବ୍ ଧାତୁ) — କ୍ଷୁଦ୍ର ବସ୍ତୁକୁ ଦୀର୍ଘ କରିବା — To make a small thing longer; to lengthen
- ଦେ. କ୍ରି (ସଂ. ଲମ୍ବ୍ ଧାତୁ) — [ଯଥା—କମାର ଲୁହାକୁ ପିଟି କରି ଲମ୍ବା କରେ]
- ଦେ. କ୍ରି (ସଂ. ଲମ୍ବ୍ ଧାତୁ) — ସଂକୁଚିତ ବସ୍ତୁକୁ ଖୋଲି ଦେବା; ମେଲାଇବା — To extend, to stretch
- ଦେ. କ୍ରି (ସଂ. ଲମ୍ବ୍ ଧାତୁ) — [ଉ—ବସିଛନ୍ତି ପାଦକୁ ଲମ୍ବାଇ ଦେଇ ଧୀରେ । କୃଷ୍ଣସିଂହ. ମହାଭାରତ, ଆଦି।]
- ଦେ. କ୍ରି (ସଂ. ଲମ୍ବ୍ ଧାତୁ) — ବିସ୍ତୃତ କରିବା — To spread
- ଦେ. କ୍ରି (ସଂ. ଲମ୍ବ୍ ଧାତୁ) — [ଯଥା—ବିଛଣା ଲମ୍ବାଇବା, ସପ ଲମ୍ବାଇବା, ହେଁସ ଲମ୍ବାଇବା ଇତ୍ୟାଦି।]
- ଦେ. କ୍ରି (ସଂ. ଲମ୍ବ୍ ଧାତୁ) — ଲମ୍ବ ବସ୍ତୁକୁ ଝୁଲାଇବା; ଓହଳାଇବା; ଲମ୍ବବସ୍ତୁକୁ ତଳକୁ ଛାଡ଼ି ଦେବା — 2. To let loose; to let down a long thing
- ଦେ. କ୍ରି (ସଂ. ଲମ୍ବ୍ ଧାତୁ) — [ଯଥା—ବାଳ ଲମ୍ବାଇବା; ଓଦା ଲୁଗାକୁ ଶୁଖାଇବା ପାଇଁ ଲମ୍ବାଇବା।]
- ଦେ. କ୍ରି (ସଂ. ଲମ୍ବ୍ ଧାତୁ) — ଅପେକ୍ଷାକୃତ ବଡ଼ କରିବା — 9. To make bigger; to enlarge
- ଦେ. କ୍ରି (ସଂ. ଲମ୍ବ୍ ଧାତୁ) — [ଉ—ସ୍ୱର ଲମ୍ବାଇବା; ଗଳା ଲମ୍ବାଇବା; ପାଟି ଲମ୍ବାଇବା ଇତ୍ୟାଦି।]
- ଦେ. କ୍ରି (ସଂ. ଲମ୍ବ୍ ଧାତୁ) — ଲମ୍ବା ଭାବରେ ସ୍ଥାପନ କରିବା — To place lengthwise