ଲମ୍ବୌଷ୍ଠ Lamba̲u̲sṭha

  • ସଂ. ବିଣ. ପୁଂ.—(ବହୁବ୍ରୀହି; ଲମ୍ବ+ଓଷ୍ଠ=ଲମ୍ବୋଷ୍ଠ, ଲମ୍ବୌଷ୍ଠ) — ଯାହାର ଓଠ ବଡ଼ — (a man) Having long lips
  • ସଂ. ବି — (ଏହାର ଓଠ ବଡ଼ ଥିବାରୁ) ଉଷ୍ଟ୍ର; ଓଟ — Camel
  • ସଂ. ବି — କ୍ଷେତ୍ରପାଳ ଦେବତା ବିଶେଷ — One of the Kshetrapāḻa Deities