ଲବେଦାର୍ Labedār

  • ବୈଦେ. ବିଣ—(ଫା. ଯେ ଲବାଦା ପିନ୍ଧିଅଛି) — ଫିଟ୍ଫାଟ୍; ଲମ୍ବ ଶାଟପଟାବୃତ୍ତ; ପୋଷାକପରିଚ୍ଛଦଦ୍ୱାରା ଭୂଷିତ — Gaily dressed; foppish