ଲବେଦା Labedā
- ବୈଦେ. ବି.— [ଫା; କିନ୍ତୁ ଏହା ପର୍ଟୁଗୀଜ୍ ଲୋବା(= ଢିଲା ପୋଷାକ) ଓ ଆବାଦା (=ଯେଉଁ ପୋଷାକର ପ୍ରାନ୍ତ ଲେଉଟା ହୋଇଥାଏ)ରୁ ଆନୀତ] — ଚୋଗା; ପୋଷାକ ଉପରେ ପିନ୍ଧାଯିବା ଲମ୍ବ ଓ ଢିଲା ଜାମା; ମୁସଲମାନଙ୍କ ବ୍ଯବହୃତ ଲମ୍ବା ମୋଟା କୁର୍ତ୍ତା — A long and loose overcoat worn by Mahomedans; a cloak; toga
- ବୈଦେ. ବି.— [ଫା; କିନ୍ତୁ ଏହା ପର୍ଟୁଗୀଜ୍ ଲୋବା(= ଢିଲା ପୋଷାକ) ଓ ଆବାଦା (=ଯେଉଁ ପୋଷାକର ପ୍ରାନ୍ତ ଲେଉଟା ହୋଇଥାଏ)ରୁ ଆନୀତ] — ବର୍ଷା— ପାଣିରୁ ଦିହକୁ ରକ୍ଷା କରିବା ପାଇଁ ବେକଠାରୁ ଗୋଡ଼ ପର୍ଯ୍ୟନ୍ତ ଲମ୍ବିଥିବା ବଡ଼ କୋଟ; ବର୍ଷାତୀ — A waterproof coat