ଲବେଜାନ କରିବା Labejan karibā

  • ଦେ. କ୍ରି — ହଗାଲଗା କରିବା; କୌଣସି ବ୍ଯକ୍ତିକୁ ପ୍ରାଣାନ୍ତକ କଷ୍ଟ ଦେବା — To put a person to extremest trouble
  • ଦେ. କ୍ରି — କୌଣସି ବ୍ଯକ୍ତିକୁ ବ୍ୟାକୁଳ କରିବା; ଅତ୍ୟାଚାର କରିବା — To oppress or persecute a person