ଲବ୍ଧ କାମ Labdha kāma

  • ସଂ. ବିଣ. ପୁଂ.—(ବହୁବ୍ରୀହି; ଲବ୍ଧ ହୋଇଅଛି କାମ= କାମନା ଯାହାଦ୍ୱାରା) — ଯାହାର ବାସନା ବା ଇଚ୍ଛା ପୂର୍ଣ୍ଣ ହୋଇଅଛି — One who has got what he desired; having one's desires fulfilled