ଲତା କନା Lata kanā

  • ଦେ. ବି (ସଂ. ଲକ୍ତକ=ବସ୍ତ୍ର; ପ୍ରା. ଲତଅ) — ମସାଲରେ ଗୁଡ଼ାଯାଇ ତେଲ ଢଳା ହୋଇ ଜଳାଯିବା ପାଇଁ ବ୍ଯବହୃତ ଚିରାକନା — Rags used for rolling up torches
  • ଦେ. ବି (ସଂ. ଲକ୍ତକ=ବସ୍ତ୍ର; ପ୍ରା. ଲତଅ) — ଛିଣ୍ଡା କନା — Rags