ଲତଲତିଆ Lata latiā
- ଦେ. ବିଣ — ଲତରା; କୋମଳ; କଅଁଳିଆ — Soft; pliant; plastic; soft to pressure; yielding to the touch
- ଦେ. ବିଣ — (ଲକ୍ଷଣାର୍ଥ) ପୁଂ. ଅସ୍ଥିରମନା — (figurative) Fickle-minded
- ଦେ. ବିଣ — ଯେଉଁ ବ୍ଯକ୍ତିର ମତ ସହଜରେ ପରିବର୍ତ୍ତନ କରାଯାଇ ପାରେ; କୋମଳପ୍ରକୃତିକ — Flexible; soft-hearted
- ଦେ. ବିଣ — ଶ୍ଳଥଚର୍ମା — Of wrinkled skin