ଲତା କରଞ୍ଜ Latā karan̄ja
- ସଂ. ବି — ଲତାପରି ମାଡ଼ିବା ବରିପୋଲ ନାମକ କଣ୍ଟକୀ ଗୁଳ୍ମ। (ଏହାର ଫଳ ଗିଲ ଫଳପରି କଣ୍ଟକମୟ) — A thorny climbing plant; Caesalpinia Bonducella
- ସଂ. ବି — [ଦ୍ର—ଏଥିର ମଞ୍ଜି ଗିଲପରି ଟାଣୁଆ। ବୈଦ୍ଯକ ମତରେ ଏହା କଟୁ, ଉଷ୍ଣ ଓ ବାତ କଫ ନାଶକ ଅଟେ। ଏଥିର ବୀଜ ଦୀପନ ଓ ପଥ୍ୟ ଏବଂ ଗୁଳ୍ମ ଓ ବିଷ ନାଶକ ।]