ଲତଲତେଇବା Latalateibā
- ଦେ. କ୍ରି — (ସକର୍ମକ) ଲୋତରାଇବା; କୌଣସି ପଦାର୍ଥକୁ ଚିପାଚିପି କରି କୋମଳ କରିବା — To soften a thing by pressing it repeatedly
- ଦେ. କ୍ରି — (ଯଥା—ଦର— ପାଚିଲା ପଣସକୁ ଚିପାଚିପି କରି ଲତପତାଇବା)
- ଦେ. କ୍ରି — (କଠିନ ପଦାର୍ଥ) କୋମଳ ହେବା — To become soft and yielding to pressure
- ଦେ. କ୍ରି — (ଯଥା— ପାଚିଲା ଆମ୍ବକୁ 2।4 ଦିନ ରଖିଦେଲେ ତାହା ଲତପତାଇ ଯାଏ) — (ଯଥା— ପାଚିଲା ଆମ୍ବକୁ24ଦିନ ରଖିଦେଲେ ତାହା ଲତପତାଇ ଯାଏ)
- ଦେ. କ୍ରି — (ଲକ୍ଷଣାର୍ଥ) ଭୟ ବା ଦୟା ଆଦି ଯୋଗୁଁ କୋମଳାନ୍ତଃକରଣ ହେବା; ହୃଦୟ ତରଳିଯିବା — (Figurative) To melt (said of the heart of a person melting through fear or kindness)
- ଦେ. କ୍ରି — (ଲକ୍ଷଣାର୍ଥ)—ଚଞ୍ଚଳହୃଦୟ ହେବା; ଅସ୍ଥିରମତି ହେବା — (Figurative) To waver; not to remain constant; to become fickleminded
- ଦେ. କ୍ରି — [ଲତ ପତାଇଯିବା— ଅନ୍ଯରୂପ]