ଲଟକେଇବା Laṭakeibā

  • ଦେ. କ୍ରି (ସଂ. ଲତା; ଲତା ପରି ଲମ୍ବିତ କରିବା; ଲଟକିବାର ଣିଜନ୍ତ) (ସକର୍ମକ) ଟାଙ୍ଗିଦେବା; ଟଙ୍ଗାଇବା; କୌଣସି ପଦାର୍ଥକୁ ରଜ୍ଜୁ ଆଦିଦ୍ୱାରା ତଳକୁ ଝୁଲାଇବା; ଲତା ପରି ଲମ୍ବାଇବା; ଓହୋଳାଇବା; ଉକୁଚାଇବା — To hang down a thing; to keep a thing suspended