ଲଟକୂଟିଆ Laṭakūṭiā

  • ଦେ. ବିଣ. ପୁଂ. — ଯେ ଅଡ଼ୁଆ ଲଗାଏ; ଯେ ଅନର୍ଥ ଘଟାଏ — Meddlesome
  • ଦେ. ବିଣ. ପୁଂ. — ଗୋଳମାଳିଆ — Intricate
  • ଦେ. ବିଣ. ପୁଂ. — ଚପଳ; ଅସ୍ଥିର — Hasty; restless