ଲଟଗାଳି Laṭagāḻi
- ଦେ. କ୍ରି. ବିଣ (ସଂ. ଲତା) — (ଲତା ପରି) ଲମ୍ବ ଭାବରେ — Lengthwise (like a creeper)
- ଦେ. କ୍ରି. ବିଣ (ସଂ. ଲତା) — ହଠାତ୍ (ଲମ୍ବ ହୋଇ ଭୂମିରେ ଶୋଇବା ପ୍ରକାରେ) — All at once (falling prostrate on the ground)
- ଦେ. କ୍ରି. ବିଣ (ସଂ. ଲତା) — (ଯଥା—ସେ ଭୂଇଁରେ ଲଟଗାଳି ଶୋଇ ପଡ଼ିଲା।)