ଲଟଘଟ ହେବା Laṭaghaṭa hebā

  • ଦେ. କ୍ରି — (ସ୍ତ୍ରୀ ବା ପୁରୁଷ) ଅନ୍ଯ ବ୍ଯକ୍ତି ସଙ୍ଗେ ପାପ ପ୍ରଣୟରେ ଲିପ୍ତ ହେବା — (a male or female) To commit adultery