ଲଜ୍ଜମାନ Lajjamāna

  • ଦେ. ବିଣ. ପୁଂ.—(ଲଜ୍ଜ ଧାତୁ=ଲଜ୍ଜିତ ହେବା+କର୍ତ୍ତୃ. ଆନ) ଲଜ୍ଜାଯୁକ୍ତ; ଲଜ୍ଜିତ — Ashamed
  • ଦେ. ବିଣ. ପୁଂ.—(ଲଜ୍ଜ ଧାତୁ=ଲଜ୍ଜିତ ହେବା+କର୍ତ୍ତୃ. ଆନ) ଲଜ୍ଜାଶୀଳ — Bashful; modest